ଦେବେନ୍ଦ୍ର କୁମାର ଦାଶଙ୍କ ସ୍ମୃତିସଭା: ‘ଅହଂକାରଶୂନ୍ୟ, ସତ୍ୟନିଷ୍ଠ ଓ ଅନନ୍ୟ ଗବେଷକ ଥିଲେ ଦେବେନ୍ଦ୍ର’

ଭୁବନେଶ୍ବର: ବିଶିଷ୍ଟ ସମାଲୋଚକ ଓ ପ୍ରାବନ୍ଧିକ ଦେବେନ୍ଦ୍ର କୁମାର ଦାଶଙ୍କ ଦ୍ବାଦଶାହ ଅବସରରେ ଏକ ସ୍ମୃତିସଭା ଗତକାଲି ସନ୍ଧ୍ୟାରେ ସ୍ବର୍ଗତ ଦାଶଙ୍କ ପରିବାର ଓ ଅନୁରାଗୀଙ୍କ ପକ୍ଷରୁ ଓଏଏସ୍‌ ଅଫିସର ସଂଘ ହଲ୍‌ରେ ଅନୁଷ୍ଠିତ ହୋଇଯାଇଛି। ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତିସଭାକୁ ଶୈଳଜ ରବି, ଅଭିରାମ ବିଶ୍ବାଳ ଓ ଦେବେନ୍ଦ୍ର ଦାଶଙ୍କ ସାନ ପୁଅ ସଙ୍କେତ ଦାଶ ପ୍ରମୁଖ ପରିଚାଳନା କରିଥିଲେ। ସରକାରୀ ଦଳ ମୁଖ୍ୟ … Continue reading ଦେବେନ୍ଦ୍ର କୁମାର ଦାଶଙ୍କ ସ୍ମୃତିସଭା: ‘ଅହଂକାରଶୂନ୍ୟ, ସତ୍ୟନିଷ୍ଠ ଓ ଅନନ୍ୟ ଗବେଷକ ଥିଲେ ଦେବେନ୍ଦ୍ର’